ଭୁବନେଶ୍ବର : ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ହଳଦୀପଡ଼ିଆ ବସ୍ତିରୁ ଜଣେ ନିଶା ମାଫିଆକୁ ଗିରଫ କରିଛି କମିସନରେଟ୍ ପୁଲିସ। ଆଜି ଅପରାହ୍ଣରେ ହଳଦୀପଡ଼ିଆ ବସ୍ତିରେ ଜଣେ ଯୁବକ ନିଶା କାରବାର କରୁଥିବା ଲକ୍ଷ୍ମୀସାଗର ଥାନା ପୁଲିସ ଖବର ପାଇଥିଲା। ପରେ ବସ୍ତିରେ ଚଢ଼ଉ କରି ସଂପୃକ୍ତ ନିଶା ବେପାରୀକୁ ଗିରଫ କରିବା ସହ ତା’ ପାଖରୁ ୨୦ ଗ୍ରାମ୍ ବ୍ରାଉନସୁଗାର ଜବତ କରିଥିଲା। ଅଧିକ ତଦନ୍ତ ପାଇଁ ଯୁବକକୁ ପୁଲିସ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।
ବ୍ରାଉନ୍ସୁଗାର ଜବତ, ଜଣେ ଗିରଫ
/sambad/media/post_attachments/wp-content/uploads/2021/10/03_10_2020-brown-sugar_20828439.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)