୨ରେ ଆସିବେ ସୋନମ କପୁର

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ବଲିଉଡ ଅଭିନେତ୍ରୀ ସୋନମ କପୁର ଭୁବନେଶ୍ବର ଆସିବେ। ଏନେଇ ସେ ଏକ ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି। ଦିନିକିଆ ଭୁବନେଶ୍ବର ଗସ୍ତରେ ଆସୁଥିବା ସୋନମ ନନ୍ଦନକାନନ ରୋଡରେ ଏକ ଜୁଏଲାରି ସୋ’ରୁମ୍‌ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଏହି ଭିଡିଓରେ କହିଛନ୍ତି।

ସମ୍ବନ୍ଧିତ ଖବର