କଟକ: କଟକରେ ୨ ଟି ମାଇକ୍ରୋ କମ୍ପୋଷ୍ଟ୍ ପ୍ଲାଣ୍ଟ୍ ବନ୍ଦ ହେବ। ଏନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେଲେଙ୍ଗା ବଜାର ଓ ସତୀଚୌରା ମାଇକ୍ରୋ କମ୍ପୋଷ୍ଟ୍ ପ୍ଲାଣ୍ଟ ବନ୍ଦ ପାଇଁ ନିର୍ଦ୍ଦେଶ ଜାରି ହୋଇଛି।
ଆସନ୍ତା କାଲିଠାରୁ ଏହି ଦୁଇ ମାଇକ୍ରୋ କମ୍ପୋଷ୍ଟ୍ ପ୍ଲାଣ୍ଟ୍ରେ ଆଉ ଅଳିଆ ଆବର୍ଜନା ପଡିବ ନାହିଁ।
ଅଧିକ ପଢ଼ନ୍ତୁ: ରାଜଧାନୀରେ ବିଭତ୍ସ ଦୃଶ୍ୟ: ଶିଶୁପୁତ୍ରର ମୃତଦେହ ଝୁଣି ଖାଇଲା କୁକୁର
କଟକ ସହର ସମସ୍ୟା ସମ୍ପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି।ସୂଚନାଯୋଗ୍ୟ, ମାଇକ୍ରୋ କମ୍ପୋଷ୍ଟ୍ ପ୍ଲାଣ୍ଟ୍ ଦ୍ବାରା ପରିବେଶ ପ୍ରଦୂଷଣ ହେଉଥିବା ଅଭିଯୋଗ ହୋଇଥିଲା।
ଅଧିକ ପଢ଼ନ୍ତୁ: କାଇପଦର ଅଞ୍ଚଳରୁ ଏଚ୍ଏମପିଭି ଆକ୍ରାନ୍ତ ଚିହ୍ନଟ ଗୁଜବ ନେଇ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା