ଭୁବନେଶ୍ୱର: କରୋନା କଟକଣାକୁ ନେଇ ଲୋକେ ବେପରୁଆ ହୋଇପଡ଼ୁଥିବା ବେଳେ କ୍ୟାପିଟାଲ ହସ୍ପିଟାଲରୁ ଆସିଛି ଖରାପ ଖବର। ଗତ ୩ ଦିନ ମଧ୍ୟରେ ୫ ଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସର୍ଜରି, ମାଇକ୍ରୋ ବାୟୋଲୋଜି ଓ ଶିଶୁ ବିଭାଗର ଡାକ୍ତରମାନେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।
ସେମାନେ ଏବେ ସଙ୍ଗରୋଧରେ ଅଛନ୍ତି ଓ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/capital-hospital104817.jpg)