ଭୁବନେଶ୍ବର: ଭୁବନେଶ୍ବର ବିେଜପି ମହିଳା ମୋର୍ଚ୍ଚାର ରାଜ୍ୟ କୋଷାଧ୍ୟକ୍ଷା ବିଜୟଲକ୍ଷ୍ମୀ ମହାପାତ୍ରଙ୍କ ସହ ୫୦୦ରୁ ଅଧିକ ମହିଳା ଓ ଯୁବମୋର୍ଚ୍ଚାର ସଦସ୍ୟ ଆଜି ବିଜେଡିରେ ମିଶିଛନ୍ତି। ଭୁବନେଶ୍ବର ମଧ୍ୟ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ନେତୃତ୍ବରେ ହୋଇଥିବା ଏହି ମିଶ୍ରଣ ପର୍ବରେ ବିଜେପି ଛାଡ଼ିଥିବା ନେତା, ନେତ୍ରୀ ଓ କର୍ମୀମାନେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ମିଶିଥିଲେ। ଏଥିରେ ବିଜେଡିର ବହୁ ନେତାଙ୍କ ସମେତ ପୂର୍ବତନ କର୍ପୋରେଟର ନବ କିଶୋର ବେହେରା ମଧ୍ୟ ଉପସ୍ଥିତ ଥିଲେ।
ବିଜେଡିରେ ମିଶିଲେ ବିେଜପି ମହିଳା ମୋର୍ଚ୍ଚା ରାଜ୍ୟ କୋଷାଧ୍ୟକ୍ଷାଙ୍କ ସହ ୫୦୦ରୁ ଅଧିକ କର୍ମୀ
/sambad/media/post_attachments/wp-content/uploads/2019/04/Untitled-31-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)