ଭୁବନେଶ୍ବର: ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଯତ୍ନବାନ ହେଉ ନଥିବା ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବିଏମ୍ସି। ଆଜି ଏହି କ୍ରମରେ ୬ଟି ଦୋକାନ ସିଲ୍ କରାଯାଇଛି। ୱାର୍ଡ, ୮, ୭ ଓ ୧ରେ ଥିବା ଏହି ସବୁ ଦୋକାନ ଉପରେ ମୋଟା ଅଙ୍କର ଜରିମାନା କଷିବା ସହ ସିଲ୍ କରିଛି।
ଦୋକାନ ଭିତରେ ଶ୍ରୀଓ ଫର୍ଣ୍ଣିଚର, ଡମଣା ବଜାରର ଓଡ଼ିଶା ଫର୍ଣ୍ଣିଚର, ମିଷ୍ଟର ହେୟାର ସେଲୁନ୍ ରହିଥିବା ବିଏମ୍ସି କହିଛି।