ଭୁବନେଶ୍ବର : କଲମ୍ବୋରୁ ମୁମ୍ବାଇ ଦେଇ ଭୁବନେଶ୍ବର ଆସିଥିବା ଏୟାର ଇଣ୍ଡିଆ ବିମାନ(ଏଆଇ-୨୭୬)ରେ ୮ଜଣ ଯାତ୍ରୀ ଆସିଛନ୍ତି। ଆଜି ମଧ୍ୟାହ୍ନରେ ଏହି ବିମାନ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲା। ଏହାପରେ ବିମାନଟି ଅନ୍ୟ ୩୩ଜଣ ଯାତ୍ରୀଙ୍କୁ ନେଇ କୋଲକାତା ଅଭିମୁଖେ ଯାତ୍ରା କରିଛି। ବିମାନବନ୍ଦରରେ ଓହ୍ଲାଇଥିବା ସମସ୍ତ ଯାତ୍ରୀଙ୍କ ସ୍ବାସ୍ଥ୍ୟ ଭଲ ରହିଛି। ସେମାନଙ୍କୁ ବିମାନବନ୍ଦରରେ ଯାଞ୍ଚ କରାଯାଇଥିଲା।
କଲମ୍ବୋରୁ ବିମାନରେ ଆସିଲେ ୮
/sambad/media/post_attachments/wp-content/uploads/2019/12/bhub-airport-aerai-website-zee-business.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)