ସ୍କୁଟି ଧକ୍କାରେ ବୃଦ୍ଧ ଆହତ

ଧଉଳି: ଭୁବନେଶ୍ବର – ପୁରୀ ଜାତୀୟ ରାଜପଥର ଧଉଳି ଥାନା ଅଧୀନ ଧଉଳି ଛକ ନିକଟରେ ଆଜି ସ˚ଧ୍ୟାରେ ଏକ ସ୍କୁଟି ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଭାବେ ଆହାତ ହୋଇଛନ୍ତି। କିନ୍ତୁ ତାଙ୍କ ପରିଚୟ ଓ ଠିକଣା ଏଯାଏ ଜଣାପଡ଼ିନି। ତୁରନ୍ତ ଚିକିତ୍ସା ଲାଗି ସ୍ଥାନୀୟ ଲୋକମାନେ ୧୦୮ ଆମ୍ବୁଲାନ୍ସ ଡକାଇ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛନ୍ତି ।

ସମ୍ବନ୍ଧିତ ଖବର