ଭୁବନେଶ୍ୱର: ଲକ୍ଷ୍ମୀସାଗର ଥାନା ଅଧୀନ କଟ୍ ରୋଡ୍ର ଯାତ୍ରୀ ନିବାସ ନିକଟରେ ରୋଡ୍ ଡିଭାଇଡର୍କୁ ଧକ୍କା ଦେଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ତାଙ୍କ ପରିଚୟ ଜଣାପଡ଼ି ନାହିଁ। ତେବେ ବୟସ ୩୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।
ଡିଭାଇଡର୍କୁ ଧକ୍କା ଦେଇ ଯୁବକ ମୃତ
/sambad/media/post_attachments/wp-content/uploads/2017/12/accident-8.jpg)
ଭୁବନେଶ୍ୱର: ଲକ୍ଷ୍ମୀସାଗର ଥାନା ଅଧୀନ କଟ୍ ରୋଡ୍ର ଯାତ୍ରୀ ନିବାସ ନିକଟରେ ରୋଡ୍ ଡିଭାଇଡର୍କୁ ଧକ୍କା ଦେଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ତାଙ୍କ ପରିଚୟ ଜଣାପଡ଼ି ନାହିଁ। ତେବେ ବୟସ ୩୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।
Join and get latest news updates delivered to you via WhatsApp