ରକ୍ତଦାନ କଲେ ଅଭିନେତା ଜ୍ୟୋତି ରଞ୍ଜନ

ଭୁବନେଶ୍ୱର: ଟ୍ରେନ ଦୁର୍ଘଟଣାରେ ଗୁରୁତର ଆହତଙ୍କ ପାଇଁ ସାରା ରାଜ୍ୟରେ ବିଭିନ୍ନ ବର୍ଗର ଯୁବକ ଯୁବତୀମାନେ ରକ୍ତଦାନ କରୁଥିବା ବେଳେ ଆଜି ରାଜଧାନୀ ରକ୍ତ ଭଣ୍ଡାରରେ ଆସି ରକ୍ତଦାନ କରିଛନ୍ତି ଅଭିନେତା ଜ୍ୟୋତି ରଞ୍ଜନ ନାୟକ।

ରକ୍ତଦାନ ଏକ ସାମାଜିକ ଦାୟିତ୍ୱ। ବର୍ତମାନ ପରିସ୍ଥିତିରେ ସମସ୍ତେ ଏଥିପାଇଁ ଆଗେଇ ଆସିବାକୁ ସେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର