କରୋନାର ଦ୍ବିତୀୟ ଲହରରେ ବହୁ ସଂଖ୍ୟାରେ ଲୋକ ଆକ୍ରାନ୍ତ ହେଉଛନ୍ତି। ତେବେ ସେମାନଙ୍କ ମଧ୍ୟରୁ କିଛି କୋଭିଡ୍ ପୀଡ଼ିତ ବରିଷ୍ଠ ନାଗରିକ, ଅସହାୟ ବ୍ୟକ୍ତି ଖାଦ୍ୟ, ଔଷଧ, ଅମ୍ଳଜାନ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରି ଅସହାୟମାନଙ୍କୁ ସାହା ହେବା ପାଇଁ ରାଜଧାନୀର କିଛି ପ୍ରମୁଖ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ସ୍ବଇଚ୍ଛାରେ ମାଗଣା ସେବା ଯୋଗାଇ ଦେଉଛନ୍ତି। କିଏ ମାଗଣାରେ ଖାଦ୍ୟ ଦେଉଛି ତ କିଏ ବୁଲି ବୁଲି ଅମ୍ଳଜାନ ସିଲିଣ୍ଡର୍ ଯୋଗାଉଛି। ଆଉ ପୁଣି କିଏ ମାଗଣାରେ ନିଜ କାର୍ରେ ଆକ୍ରାନ୍ତଙ୍କୁ ହସ୍ପିଟାଲରେ ପହଞ୍ଚାଉଛି। ବର୍ତ୍ତମାନର ଘଡ଼ିସନ୍ଧି ମୁହୂର୍ତ୍ତରେ ଯେପରି ଅଧିକରୁ ଅଧିକ ରାଜଧାନୀବାସୀ ଏଥିରୁ ଉପକୃତ ହୋଇପାରିବେ, ସେଇ ଲକ୍ଷ୍ୟରେ ‘ସମ୍ବାଦ’ ପକ୍ଷରୁ ସେହି ଦେବଦୂତମାନଙ୍କ ମୋବାଇଲ ନମ୍ବର ଆମେ ଏଠାରେ ଦେଉଛୁ।
ସଂସ୍ଥା/ବ୍ୟକ୍ତିବିଶେଷ ମାଗଣା ସେବା ଫୋନ୍ ନମ୍ବର
ରୁଦ୍ରନାରାୟଣ ସାମନ୍ତରାୟ
ସଂଗରୋଧରେ ଥିବା କୋଭିଡ୍ ପୀଡ଼ିତ ବରିଷ୍ଠ ନାଗରିକଙ୍କୁ ଖାଦ୍ୟ - ୯୮୫୩୨୨୦୦୨୩ପଟିଆ ସାଇଶକ୍ତି ଟ୍ରଷ୍ଟ(କେବଳ ଚନ୍ଦ୍ରଶେଖରପୁର ଅଞ୍ଚଳ ପାଇଁ)
ଘରେ ଥିବା କୋଭିଡ୍ ପୀଡ଼ିତଙ୍କୁ ଅମ୍ଳଜାନ ସିଲିଣ୍ଡର୍ - ୭୦୦୮୯୨୨୬୯୨, ୮୯୧୭୩୮୩୦୧୯ସୂରଜ ରାଉତ
ଆକ୍ରାନ୍ତଙ୍କୁ କାର୍ରେ ହସ୍ପିଟାଲ ନେଉଛନ୍ତି - ୭୯୭୮୭୫୬୩୭୨ପ୍ରତାପ ସାହୁ
ଘର ସାନିଟାଇଜ୍/ ଶୁଖିଲା ଖାଦ୍ୟ - ୯୪୩୮୧୮୨୭୭୫, ୮୬୩୭୨୩୮୬୦୦ଅଞ୍ଜନ ନାଥ
ଘର ସାନିଟାଇଜ୍/ ଶୁଖିଲା ଖାଦ୍ୟ - ୭୦୦୮୭୮୭୧୭୭, ୯୬୫୮୧୧୪୧୧୬ନରୁଲା’ସ୍
ସଂଗରୋଧରେ ଥିବା କୋଭିଡ୍ ଆକ୍ରାନ୍ତଙ୍କୁ ରନ୍ଧା ଖାଦ୍ୟ - ୯୭୭୬୦୪୪୪୨୮, ୯୭୭୬୩୪୯୬୮୨ଜୟ ମା’ ଭବାନୀ ଚାରିଟେବୁଲ ଟ୍ରଷ୍ଟ
ସଂଗରୋଧରେ କୋଭିଡ୍ ଆକ୍ରାନ୍ତଙ୍କୁ ମାଗଣା ଖାଦ୍ୟ - ୯୪୩୮୭୩୧୬୩୯, ୯୮୫୩୬୬୪୦୫୪
୯୪୩୭୦୧୩୫୨୬, ୭୯୭୮୧୪୫୧୯୬, ୯୪୩୮୧୮୪୯୨୧ଶ୍ରୀକ୍ରିଷ୍ଣା କ୍ଲବ(କେବଳ ୩୭, ୩୮ ଓ ୩୯ ୱାର୍ଡ ପାଇଁ)
ରନ୍ଧାଖାଦ୍ୟ/ଆବଶ୍ୟକସ୍ଥଳେ ରାସନ୍ ସାମଗ୍ରୀ - ୯୮୬୧୩୩୬୦୫୨ସୁଜିତ୍ କୁମାର ସ୍ବାଇଁ (ମଲ୍ଲିକ କମ୍ପ୍ଲେକ୍ସ, ପାଇକନଗର, କ୍ରିଷ୍ଣା ଗାର୍ଡେନ୍)
ରନ୍ଧାଖାଦ୍ୟ (ଦିନକ ପୂର୍ବରୁ ସୂଚନା) - ୯୦୯୦୦୦୦୦୨୭