ଖଣ୍ଡଗିରି: ସଂପୂର୍ଣ୍ଣା ଫାଉଣ୍ଡେସନର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ଅର୍ଗସ ନ୍ୟୁଜ୍ର କାର୍ଯ୍ୟନିର୍ବାହୀ ସମ୍ପାଦକ ଦୁର୍ଗାଶିଷ, ଫାଉଣ୍ଡେସନ୍ ସଭାପତି ପ୍ରଭାସିନୀ ଦାସ, ସମ୍ପାଦକ ସୌଦାମିନୀ ସାହୁ, ଲଷ୍ମୀଧର ବେହେରା ପ୍ରମୁଖ ସାମିଲ ହୋଇଥିଲେ। ‘କଳା, ସଂସ୍କୃତି, ଶିକ୍ଷା ଓ ପର୍ଯ୍ୟଟନର ମହାପାର୍ବଣ’ ଥିମ୍କୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଆଶ୍ରମରେ ଥିବା ପିଲାମାନଙ୍କୁ ମାଗଣାରେ ସଙ୍ଗୀତ ଶିକ୍ଷା ସହ ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରି ସେମାନଙ୍କ ଭିତରେ ଥିବା ପ୍ରତିଭାକୁ ସାର୍ବଜନୀନ କରିବା ଫାଉଣ୍ଡେସନ୍ର ମୁଖ୍ୟଲକ୍ଷ୍ୟ ବୋଲି ସଭାପତି ଶ୍ରୀମତୀ ଦାସ କହିଛନ୍ତି।
ସଂପୂର୍ଣ୍ଣା ଫାଉଣ୍ଡେସନ୍ର ବାର୍ଷିକ ଉତ୍ସବ
ସଂପୂର୍ଣ୍ଣା ଫାଉଣ୍ଡେସନର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ଅର୍ଗସ ନ୍ୟୁଜ୍ର କାର୍ଯ୍ୟନିର୍ବାହୀ ସମ୍ପାଦକ ଦୁର୍ଗାଶିଷ, ଫାଉଣ୍ଡେସନ୍ ସଭାପତି ପ୍ରଭାସିନୀ ଦାସ, ସମ୍ପାଦକ ସୌଦାମିନୀ ସାହୁ, ଲଷ୍ମୀଧର....
/sambad/media/media_files/2025/08/11/untitled-8-2025-08-11-06-29-49.jpg)