ପ୍ରଗତି ପରିଷଦର ବାର୍ଷିକ ‌ବୈଠକ

ଭୁବ‌ନେଶ୍ବର: ଜଗ‌ମୋହନ ନଗର ପ୍ରଗତି ପରିଷଦର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି।

ରଣବୀର କୁମାର ଦେ ନୂଆ‌ ସଭାପତି, ପ୍ରକାଶ ଚନ୍ଦ୍ର ଦାସ ସମ୍ପ‌ାଦକ, ଅଶୋକ କୁମାର ମହାନ୍ତି କୋ‌ଷ‌‌ାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଅଧିକାରୀ ମହେଶ୍ବର ମାର୍ଥା‌ଙ୍କ ତତ୍ତ୍ବା‌ବଧାନରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ପ୍ରଶାନ୍ତ କୁମାର ପଟ୍ଟନା‌ୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର