ଭୁବନେଶ୍ୱର : ଭେଙ୍କଟେଶ୍ୱର ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ମିଞ୍ଜିପାଟଣାର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ନିର୍ଦେଶକ ଚନ୍ଦ୍ରଶେଖର ପତି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ବସନ୍ତ କୁମାର ତ୍ରିପାଠୀ, ଭେମସ୍ ଟ୍ରଷ୍ଟ ବୋର୍ଡର ସମ୍ପାଦିକା କ୍ରିଷ୍ଣାକୁମାରୀ ଦେବୀ, ଗୀତାଞ୍ଜଳି ଦାସ, ବିଜୟ ନାୟକ, ଲୋପାମୁଦ୍ରା ଜେନା, ଏସ୍,ଏମ୍.ଏ.ନବି, ଶ୍ରୀନିବାସ ଉଦ୍ଗାତା, ବିଦ୍ୟାଳୟର ଅଧ୍ୟକ୍ଷା ଐଶ୍ୱର୍ଯ୍ୟାମୟୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ। କୃତୀ ପ୍ରତିଯୋଗୀଙ୍କୁ ଅଧ୍ୟକ୍ଷା ପୁରସ୍କାର ପ୍ରଦାନ କରିଥିଲେ।
ଭେଙ୍କଟେଶ୍ୱର ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ
/sambad/media/post_attachments/wp-content/uploads/2018/01/venkateswar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)