ଆପ୍ଟିପ୍ଲସର ସଫଳତା

ଭୁବନେଶ୍ବର : ଜୟଦେବ ବିହାରସ୍ଥିତ ଆପ୍ଟିପ୍ଲସର ଆଇଏଏସ୍‌ ଏକାଡେମି ପ୍ରତି ବର୍ଷ ପରି ସଫଳତା ଦୋହରାଇଛି। ଓଏଏସ୍‌ ପରୀକ୍ଷା-୨୦୧୭ରେ ଛାତ୍ରୀ ସଞ୍ଜିତା ମହାପାତ୍ର ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ସହ ଏହି ଅନୁଷ୍ଠାନର ଅନେକ ଛାତ୍ରଛାତ୍ରୀ ସଫଳତା ପାଇଛନ୍ତି। ଅନୁଷ୍ଠାନର ନିର୍ଦ୍ଦେଶକ ଡ. ସୁସିଜିତ ସାହୁ କୃତୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ଆଗକୁ ଏଭଳି ପ୍ରୟାସ ଜାରି ରହିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର