ଭୁବନେଶ୍ୱର : ଆଜି ସହରର ଖଣ୍ଡଗିରି ଅଞ୍ଚଳରୁ ବନ୍ଧୁକ ଚୋରାବେପାର କରୁଥିବା ୨ ବେପାରୀଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ । ସେମାନଙ୍କଠାରୁ ଗୋଟିଏ ବନ୍ଧୁକ ଓ ବାଇକ ଜବତ କରାଯାଇଛି ।
ବିଗତ କିଛି ବର୍ଷ ମଧ୍ୟରେ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ବନ୍ଧୁକ ଚୋରାବେପାର ବଢିଚାଲିଛି । ଏହାକୁ ନେଇ ଆଗକୁ ରାଜଧାନୀରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି ବୋଲି ସାଧାରଣରେ ଆଲୋଚନା ହେଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/gun-1.jpg)