ଭୁବନେଶ୍ୱରରେ ବନ୍ଧୁକ ଚୋରାବେପାର, ଖଣ୍ଡଗିରି ଅଞ୍ଚଳରୁ ୨ ବେପାରୀଙ୍କୁ ଗିରଫ କଲା କମିଶନରେଟ୍‌ ପୁଲିସ

ଭୁବନେଶ୍ୱର : ଆଜି ସହରର ଖଣ୍ଡଗିରି ଅଞ୍ଚଳରୁ ବନ୍ଧୁକ ଚୋରାବେପାର କରୁଥିବା ୨ ବେପାରୀଙ୍କୁ ଗିରଫ କରିଛି କମିଶନରେଟ୍‌ ପୁଲିସ । ସେମାନଙ୍କଠାରୁ ଗୋଟିଏ ବନ୍ଧୁକ ଓ ବାଇକ ଜବତ କରାଯାଇଛି ।

ବିଗତ କିଛି ବର୍ଷ ମଧ୍ୟରେ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ବନ୍ଧୁକ ଚୋରାବେପାର ବଢିଚାଲିଛି । ଏହାକୁ ନେଇ ଆଗକୁ ରାଜଧାନୀରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

ସମ୍ବନ୍ଧିତ ଖବର

Comments are closed.