ଭୁବନେଶ୍ବର: ଲଗାତାର ଦ୍ଵିତୀୟ ଥର ଭାବରେ ଭୁବନେଶ୍ୱର କ୍ଲବର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ସେ ୮୧.୫ ପ୍ରତିଶତ ଭୋଟ ପାଇଛନ୍ତି। ତାଙ୍କ ସହ ତାଙ୍କ ପ୍ୟାନେଲ ମଧ୍ୟ ବିଜୟ ଲାଭ କରିଛି। ବରିଷ୍ଠ ପ୍ରଶାସକ ଦିଲ୍ଲୀପ ରାଉତରାୟ ସମ୍ପାଦକ ଏବଂ ଯୁଗ୍ମ ସମ୍ପାଦକ ଭାବେ ଅଶୋକ ମିଶ୍ର ନିର୍ବାଚିତ ହୋଇଛନ୍ତି।
ଭୁବନେଶ୍ବର କ୍ଲବର ସଭାପତି ଭାବେ ଅସିତ ତ୍ରିପାଠୀ ପୁନଃନିର୍ବାଚିତ
/sambad/media/post_attachments/wp-content/uploads/2019/10/Asit-Tripathy.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)