ଭୁବନେଶ୍ବର: ‘ଜୀ ସାର୍ଥକ’ରେ ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଟ୍ୱିନ୍ସ’। ଜୁନ୍ ୪ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ ଏହା ଜୀ ସାର୍ଥକ ଚ୍ୟାନେଲ୍ରେ ଉପଲବ୍ଧ ହେବ। ଶୀତଲ ହୋଟେଲଠାରେ ଆଜି ଏହି ଘୋଷଣା କରାଯିବା ସହ ଚଳଚ୍ଚିତ୍ରର ଅଡିଓ ରିଲିଜ୍ ହୋଇଛି। ଏଥିରେ ଚ୍ୟାନେଲ ଚିଫ୍ ଅଫିସର ପ୍ରତୀକ ସିଲ, ମାର୍କେଟିଙ୍ଗ୍ ହେଡ୍ ଶ୍ରାବନ୍ତୀ ରୟ, ଫିଲ୍ମସର କାର୍ଯ୍ୟନିର୍ବାହୀ ପ୍ରଯୋଜକ ତନ୍ମୟ ମିଶ୍ର, ଗୀତିକାର ସୂର୍ଯ୍ୟ ମହାପାତ୍ର, ସଙ୍ଗୀତ ନିର୍ଦ୍ଦେଶକ ଗୁଡ୍ଲି ରଥ, କଣ୍ଠଶିଳ୍ପୀ ସ୍ୱୟଂ ପାଢ଼ୀ, ଲିପ୍ସା ମହାପାତ୍ର, ଅର୍ପିତା ଚୌଧୁରୀ ଏବଂ ଶିଶୁ କଣ୍ଠଶିଳ୍ପୀ ସିଦ୍ଧିଷ୍ଣା ବିନ୍ଧାଣୀ ପ୍ରମୁଖ ଉପସ୍ଥିତ ଥିଲେ।
‘ଜୀ ସାର୍ଥକ’ର ନୂଆ ଚଳଚ୍ଚିତ୍ର ‘ଟ୍ୱିନ୍ସ’ର ଅଡିଓ ରିଲିଜ୍
/sambad/media/post_attachments/wp-content/uploads/2023/06/32g1j32g13gjjggj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)