ଝାରପଡ଼ା ଜେଲ ଗଲେ ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀ

ଭୁବନେଶ୍ୱର : ମହିଳା କର୍ମଚାରୀଙ୍କ ଅଶ୍ଳିଳ ଇଙ୍ଗିତ କରିଥିବା ଅଭିଯୋଗରେ ଜେଲ ଯାଇଛନ୍ତି ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀ । ଆଜି ଏସଡିଜେଏମଙ୍କ କୋର୍ଟରେ ତାଙ୍କର ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ଝାରପଡ଼ା ଜେଲ ପଠାଯାଇଛି । ଏଠାରେ ସେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିବେ । ମହିଳା କର୍ମଚାରୀଙ୍କ ଅଭିଯୋଗ ପରେ ଆଜି ତାଙ୍କୁ ମହିଳା ଥାନା ପୁଲିସ ଗିରଫ କରିଥିଲା ।

ସମ୍ବନ୍ଧିତ ଖବର