କଟକ: ବହୁ ଚର୍ଚ୍ଚିତ ବାଦାମବାଡ଼ି କଲେଜ ଛାତ୍ରୀ ଗଣଦୁଷ୍କର୍ମ ଘଟଣା  ଫେରାର ଅଭିଯୁକ୍ତ ବାଦଲ ସାହୁ ବିଶାଖାପାଟଣାରୁ ଗିରଫ। ଏକ ଚା’ ଦୋକାନରେ ପରିଚୟ ବଦଳାଇ କାମ କରୁଥିଲା।

Advertisment

ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତର ସହଯୋଗୀ ଘଟଣା ପରଠାରୁ ଗିରଫଦାରୀ ଭୟରେ ଫେରାର ଥିଲା। ବାଦଲ ସାହୁର ଘର ନୟଗଡ଼ା ଅଞ୍ଚଳରେ। ବାଦଲ ଗଣଦୁଷ୍କର୍ମ ଭିଡିଓକୁ ଭାଇରେଲ କରିବା ନେଇ ପୁଲିସ ପାଖେ ଅଭିଯୋଗ ହୋଇଥିଲା।