ସାମନ୍ତରାପୁରରେ ଭୁବନେଶ୍ବର ଫର୍ଣ୍ଣିଚର୍‌ ସୋ’ରୁମ୍‌ ଉଦ୍‌ଘାଟିତ

ଭୁବନେଶ୍ୱର : ସାମନ୍ତରାପୁରସ୍ଥିତ ମହାବୀର ଛକଠାରେ ଭୁବନେଶ୍ବର ଫର୍ଣ୍ଣିଚର୍‌ ସୋ’ ରୁମ୍‌ ଉଦ୍‌ଘାଟିତ ହୋଇଯାଇଛି। ବରିଷ୍ଠ ଅଭିନେତା ଅଶ୍ରୁମୋଚନ ମହାନ୍ତି ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ସୋ’ ରୁମ୍‌ରେ ଶାଗୁଆନ୍‌ କାଠରେ ନିର୍ମିତ ଗଦି, ବକ୍ସ ଖଟ, ଡାଇନିଙ୍ଗ୍‌ ଟେବୁଲ, ଡ୍ରେସିଂ ଟେବୁଲ, ସୋଫା ସେଟ୍‌, ସେଣ୍ଟର ଟେବୁଲ ସହ ଷ୍ଟିଲ୍‌ ଆଲେଣା, ସ୍ଲିପ୍‌ୱେଲର ଗଦି ତକିଆ ଓ ବେଡ଼୍‌ସିଟ୍‌ ପ୍ରଭୃତି ଉପଲବ୍ଧ ହେଉଛି। ବିଭିନ୍ନ ନାମୀଦାମୀ ଆସବାବପତ୍ରରେ ଶତକଡ଼ା ୩୦ଭାଗ ପର୍ଯ୍ୟନ୍ତ ରିହାତି ରହିଛି। ଉଦ୍‌ଘାଟନୀ ଉତ୍ସବରେ ଏହାର ଉଦ୍ୟୋକ୍ତା ବିଶ୍ବଜିତ ମହାନ୍ତି, ଆଇନଜୀବୀ ପ୍ରଫୁଲ୍ଲ ମହାନ୍ତି, କମ୍ପାନି ଡିଷ୍ଟ୍ରିବ୍ୟୁଟର୍‌ ମିତେଶ ଥୱାନୀ, ଏରିଆ ମ୍ୟାନେଜର୍‌ ଯୋଗେଶ ଶର୍ମା, ସୌମ୍ୟରଞ୍ଜନ ମହାପାତ୍ର, ସଂଗ୍ରାମ କେଶୋରୀ ମହାନ୍ତି, ପ୍ରତାପ ଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର