ଭୁବନେଶ୍ବର : ଆସନ୍ତା ୨୪ ତାରିଖରୁ ଭୁବନେଶ୍ବରରୁ ପୁଣେକୁ ବିମାନ ଉଡ଼ାଣ ଆରମ୍ଭ ହେବ। ଏୟାର ଏସିଆ ବିମାନ ଅପରାହ୍ଣ ୧ଟା ୦୫ରେ ଭୁବନେଶ୍ବରରୁ ଉଡ଼ାଣ ଆରମ୍ଭ କରି ଅପରାହ୍ଣ ୩ଟା ୫୫ରେ ପୁଣେରେ ଅବତରଣ କରିବ। ପୁଣେରୁ ଅପରାହ୍ଣ ୪ଟା ୩୫ରୁ ବାହାରି ଭୁବନେଶ୍ବରରେ ସଂଧ୍ୟା ୬ଟା ୪୦ରେ ଅବତରଣ କରିବ ବୋଲି ଜଣାପଡ଼ିଛି। ୧୮୦ ସିଟ୍ ବିଶିଷ୍ଟ ଏହି ବିମାନର ଉଡ଼ାଣ ପାଇଁ ରାଜ୍ୟ ସରକାର ସବ୍ସିଡ୍ ଦେବେ।
୨୪ରୁ ଭୁବନେଶ୍ବର-ପୁଣେ ବିମାନ ଉଡ଼ାଣ
/sambad/media/post_attachments/wp-content/uploads/2020/06/flights1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)