ଭୁବନେଶ୍ବର: ବିଜେଇଏମ୍ ସ୍କୁଲ୍ରେ ଅଧ୍ୟକ୍ଷା ସନ୍ଧ୍ୟା ଜେନା ଓ ତାଙ୍କର ସହଯୋଗୀମାନେ ପରୀକ୍ଷା ସୁପରିଚାଳନାରେ ସହଯୋଗ କରିଥିଲେ। ପ୍ରବନ୍ଧ ଓ ଭାଷାଜ୍ଞାନ ପ୍ରତିଯୋଗିତାରେ ହରେକୃଷ୍ଣ ପାତ୍ର, ସୁଶାନ୍ତ ସାମଲ, ପ୍ରକାଶ ଦାସ ଓ ହେମନ୍ତ ରାଉତ ବିଚାରକ ଭାବେ ଯୋଗ ଦେଇଥିଲେ।
/sambad/media/post_attachments/wp-content/uploads/2022/09/59-1.jpg)
ସେହିପରି ହସ୍ତାକ୍ଷର ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଚାରକ ଭାବେ ସରୋଜ ମିଶ୍ର ଓ ଜୟଶ୍ରୀ ଜେନା ଯୋଗ ଦେଇଥିଲେ।
/sambad/media/post_attachments/wp-content/uploads/2022/09/61-2.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/60-1.jpg)