ବିଏମସିକୁ ୨ଟି ପୁରସ୍କାର

ଭୁବନେଶ୍ବର : ନୂଆଦିଲ୍ଲୀରେ ଅନୁଷ୍ଠିତ ୫୬ତମ ସ୍କୋଚ ସମ୍ମିଳନୀରେ ଭୁବନେଶ୍ବର ମ୍ୟୁନିସିପାଲ କର୍ପୋରେସନ (ବିଏମସି)କୁ ୨ଟି ପୁରସ୍କାର ମିଳିଛି । ଉନ୍ନତ କଠିନ ବର୍ଜବସ୍ତୁ ପରିଚାଳନା ପାଇଁ ରୌପ୍ୟ ପଦକ ଓ ରେକର୍ଟ ସଂଖ୍ୟକ ପବ୍ଲିକ ଟଏଲେଟ ନିର୍ମାଣ ପାଇଁ କାଂସ୍ୟ ପଦକ ମିଳିଛି ।

ସମ୍ବନ୍ଧିତ ଖବର