ଭୁବନେଶ୍ୱର: ରାଜଧାନୀକୁ ସବୁଜ ସୁନ୍ଦର କରିବା ପାଇଁ ବିଏମ୍ସି ପକ୍ଷରୁ ଚଳିତବର୍ଷ ୩ହଜାର ଗଛ ଲାଗିବ। ଏଥିରେ ପ୍ରତ୍ୟେକ ଓ୍ଵାର୍ଡରେ ୪୦ଟି ଲେଖାଏଁ ଗଛ ଲାଗିବ। ପ୍ରତ୍ୟେକ ଗଛ ପାଇଁ ଟ୍ରିଗାର୍ଡ ଲାଗିବ। ଏହାପରେ ଗଛ ବଳିଲେ ଏହାକୁ ବିଭିନ୍ନ ପାର୍କରେ ଲଗାଯିବ ବୋଲି ନିଷ୍ପତ୍ତି ହୋଇଛି। ବିଏମ୍ସି ପକ୍ଷରୁ ବଉଳ, ନିମ୍ବ, କରଞ୍ଜ, ବାଥୁଡିଆ, ବାହାଡା, ପଣସ, ଆମ୍ବ, ଲିଚୁ, ଦେବଦାରୁ ଆଦି ଗଛ ଲାଗିବ।
ବିଏମ୍ସି ଏବର୍ଷ ୩ହଜାର ଗଛ ଲଗାଇବ
/sambad/media/post_attachments/wp-content/uploads/2018/03/bmclogo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)