ଭୁବନେଶ୍ୱର: ଝାରପଡ଼ା ଛକରେ ବୋମାମାଡ଼

ଭୁବନେଶ୍ୱର: ଝାରପଡ଼ାର ଦୋଳମଣ୍ଡପ ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁର୍ବୃତ୍ତମାନେ ୫ଟି ବୋମା ଫିଙ୍ଗିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଦୁର୍ବୃତ୍ତମାନେ ବୋମାଫିଙ୍ଗି ଘଟଣାସ୍ଥଳରୁ ହଠାତ ଫେରାର ହୋଇ ଯାଇଥିଲେ। ଏହି ଘଟଣାରେ ଗୋଟିଏ ସ୍କର୍ପିଓ କ୍ଷତିଗ୍ରସ୍ତ ହୋଇଛି। କାରଣ ଜଣା ପଡ଼ି ନଥିବା ବେଳେ ପୁଲିସ ଘଟଣା ଦତନ୍ତ କରୁଛି।

ସମ୍ବନ୍ଧିତ ଖବର