ଭୁବନେଶ୍ବର : ଭୁବନେଶ୍ବର-ପୁରୀ ବାଇପାସ୍ର କେଶୁରା ବଢ଼େଇବନ୍ଧ ଛକ ନିକଟରେ ବ୍ରାଉନସୁଗାର ବିକ୍ରି କରିବା ଅଭିଯୋଗରେ ସହିଦନଗର ଥାନା ପୁଲିସ ପୁରୀ ଗଡ଼ିଶାଗଦା ଥାନା ସୁନାଖଳା ଅଞ୍ଚଳର ଅନିରୁଦ୍ଧ ଜୟସିଂ ଓରଫ୍ ଅନୁକୁ ଗିରଫ କରିଛି। ତା’ ନିକଟରୁ ୭୦ଗ୍ରାମ ବ୍ରାଉନସୁଗାର ଓ ୧ ଲକ୍ଷ ୨୧ ହଜାର ଟଙ୍କା ଜବତ କରାଯାଇଛି। ଜବତ ବ୍ରାଉନସୁଗାର ମୂଲ୍ୟ ପ୍ରାୟ ୭ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି।
୭୦ ଗ୍ରାମ୍ ବ୍ରାଉନସୁଗାର ଜବତ
/sambad/media/post_attachments/wp-content/uploads/2020/08/brown-sugar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)