୪ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୨ ଗିରଫ

ଭୁବନେଶ୍ୱର: କୁଇକ୍‌ ଆକ୍ସନ ଟିମ୍‌ ଗୁରୁବାର ରାତି ୪୦ ଗ୍ରାମର ବ୍ରାଉନ ସୁଗର ଜବତ କରିଛି। ବେଆଇନ ବ୍ରାଉନ୍‌ କାରବାର ସହିତ ଜଡ଼ିତ ୨ ଅଭିଯୁକ୍ତକୁ କୁଇକ୍‌ ଆକ୍ସନ ଟିମ ଗିରଫ କରିଛି। ଏଥି ସହିତ ନଗଦ ଏକ ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଛି। ଜବତ ହୋଇଥିବା ବ୍ରାଉନ୍‌ ସୁଗାରର ଆନୁମାନିକ ବଜାର ମୂଲ୍ୟ ୪ ଲକ୍ଷ ଟଙ୍କା ହେବ।

ସମ୍ବନ୍ଧିତ ଖବର