ଭୁବେନଶ୍ବର : ପଞ୍ଜାବରେ ରାବଣପୋଡ଼ି ସମୟରେ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଏକ ମହମବତି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ୟୁନିଟ-୮ ଡିଏଭି ପବ୍ଲିକ ସ୍କୁଲ ଛକ ନିକଟରେ ପ୍ରଦେଶ ଛାତ୍ର କଂଗ୍ରେସର ରାଜ୍ୟ ସଂଯୋଜକ ୟାସିର ନୱାଜଙ୍କ େନତୃତ୍ବରେ ଏହି େଶାଭାଯାତ୍ରା ଆୟୋଜନ ହୋଇଥିଲା। ଏଥିରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ଅଭିଳାଷ ମାଣିଆ, ସଙ୍କୁନା କଅଁର, ଅନୁଆର ଖାନ୍, ସୁରଜ ରାଉତ, ଦୁର୍ଗା ମହଲା, ଯୁବରାଜ ମହାନ୍ତି, ଅଜିତ କୁମାର ବାରିକ, ସୌମ୍ୟରଂଜନ ପାତ୍ର, ପ୍ରତୀକ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ।
ପ୍ରଦେଶ ଛାତ୍ର କଂଗ୍ରେସ୍ ପକ୍ଷରୁ ମହମବତି ଶୋଭାଯାତ୍ରା
/sambad/media/post_attachments/wp-content/uploads/2018/10/WhatsApp-Image-2018-10-21-at-8.16.52-PM.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)