ଭୁବନେଶ୍ବର : ରାସ୍ତାରେ ଜଳିଗଲା କାର୍

ଭୁବନେଶ୍ବର : ବଡ଼ଗଡ଼ ଶବର ସାହି ଲେନ୍‌ରେ ଗୁରୁବାର ଗୋଟିଏ କାର୍‌ ଛିଡ଼ା ହୋଇଥିବା ବେଳେ ଜଳି ଯାଇଛି। ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଅଗ୍ନିଶମ ବିଭାଗର ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କଲାବେଳକୁ ଏହା ସମ୍ପୂର୍ଣ୍ଣ ଜଳି ଯାଇଥିଲା। ସୂଚନା ଅନୁସାରେ, କାର୍‌ଟି ଅଟକି ରହିଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା।

ସମ୍ବନ୍ଧିତ ଖବର