ମେଣ୍ଢାଶାଳ: ମହାମାରୀ କରୋନା ଯୋଗୁଁ ଇକେ ଟ୍ୟୁରିଜିମ, ଡେରାସ ବୋଟିଂ ଓ ଗୋଡିବାରି ମୁଖ୍ୟ ଫାଟକ ନିକଟରେ ଥିବା ଦୁଇ ହାତୀ ନନ୍ଦ ଓ ଯୋଶଦା ଦେଖିବା ବନ୍ଦ କରାଯାଇଛି। ଗତକାଲିଠାରୁ ଏହାକୁ ବନ୍ଦ ରଖାଯାଇଛି ବୋଲି ଚନ୍ଦକା-ଡମପଡ଼ା ଡିଭିଜନର ଅଧିକାରୀ କେଦାର ନାଥ ସ୍ବାଇଁ କହିଛନ୍ତି। ଅପରପକ୍ଷରେ ଏହା କେବେ ଖୋଲିବ ସେ ନେଇ ଦିନ ଧାର୍ଯ୍ୟ ହୋଇନଥିବା ବେଳେ ଖୋଲିବା ପରେ କୋଭିଡ୍ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ସେଥିପାଇଁ ମାସ୍କ, ସାମାଜିକ ଦୂରତା ରକ୍ଷା କରି ବୁଲିବା ବାଧ୍ୟତାମୂଳକ ବୋଲି ଡିଏଫଓ ଶ୍ରୀ ସ୍ବାଇଁ କହିଛନ୍ତି।
ଚନ୍ଦକା-ଡମପଡ଼ା ହସ୍ତୀ ଅଭୟାରଣ୍ୟ ବନ୍ଦ
/sambad/media/post_attachments/wp-content/uploads/2021/05/4j4g9j4d9gjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjjj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)