ଭୁବନେଶ୍ବର: ମଦର୍ସ ପବ୍ଲିକ୍ ସ୍କୁଲ୍ରେ ପ୍ରିନ୍ସିପାଲ୍ ପଲ୍ଲୀ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଶିକ୍ଷକ ପ୍ରଦୀପ ଖାଡ଼ଙ୍ଗା ଓ ଶିକ୍ଷୟତ୍ରୀ ଆଶା ଟି.ଆର୍ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ। ପ୍ରବନ୍ଧ ଓ ଭାଷାଜ୍ଞାନ ପ୍ରତିଯୋଗିତାରେ ବିଚାରକ ଭାବେ ଉମାକାନ୍ତ ଖୁଣ୍ଟିଆ ଓ ରାଜକିଶୋର ଦାସ ଯୋଗ ଦେଇଥିଲେ। ସେହିପରି ହସ୍ତାକ୍ଷର ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଚାରକ ଭାବେ ହିମାଂଶୁ ଶେଖର ବୈଶାଖ ଓ ପରମେଶ୍ବର ମେହେର ଯୋଗ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp