କଟକ : ସ୍ୱପ୍ନ ଫାଉଣ୍ଡେସନ ପକ୍ଷରୁ କଟକ ସହରରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଫାଉଣ୍ଡେସନ୍ର କର୍ମକର୍ତ୍ତାମାନେ ସହରର ପ୍ରତି ଛକରେ ମାସ୍କ ଓ ସାନିଟାଇଜର ବଣ୍ଟନ କରିଥିଲେ। କିଛିଦିନ ହେଲା କରୋନା ମହାମାରୀ ଦ୍ବିତୀୟ ଲହରୀ ଦେଖା ଦେଇଛି। ଏ ସମ୍ପର୍କରେ ଫାଉଣ୍ଡେସନ୍ର ସଭାପତି ସୁଧାଂଶୁ ପାତ୍ର ତତ୍ତ୍ବାବଧାନରେ ଓଏମ୍ପି ଛକ, ମଧୁପାଟଣା ଛକ, ବାଦାମବାଡ଼ି ଟ୍ରାଫିକ ଛକରେ ଲୋକଙ୍କୁ ସଚେତନ କରାଯାଇଥିଲା। ଆଗାମୀ ଦିନରେ ସହରରେ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଭାପତି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।
ସ୍ବପ୍ନ ଫାଉଣ୍ଡେସନ୍ ପକ୍ଷରୁ କରୋନା ସଚେତନତା
/sambad/media/post_attachments/wp-content/uploads/2021/03/swapna-foundation.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)