ଭୁବନେଶ୍ୱରରେ ଅଧିକ କରୋନା ଟେଷ୍ଟ କରିବାର ଆବଶ୍ୟକତା ରହିଛି: ବିଏମ୍‌ସି କମିସନର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ବିଗତ ୧୦ ଦିନ ହେଲା କରୋନା ସଂକ୍ରମଣ ହ୍ରାସ ପାଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଆଜି ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି।

ଏବେ ହୋମ୍‌ଆଇସୋଲେସନ୍‌ରେ ୭୫ ପ୍ରତିଶତ ଆକ୍ରାନ୍ତ ଅଛନ୍ତି। ହସ୍‌ପିଟାଲଗୁଡ଼ିକରେ ଏବେ ବେଡ୍‌ ଖାଲି ରହିଛି। କିନ୍ତୁ ଭୁବନେଶ୍ୱରରେ ଅଧିକ ଟେଷ୍ଟ କରିବାର ଆବଶ୍ୟକତା ରହିଛି। ଯିଏ ଚାହିଁବେ, ଆସି ପରୀକ୍ଷା କରିପାରିବେ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି।

ସମ୍ବନ୍ଧିତ ଖବର

Comments are closed.