ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲର ଆଉ ୫ କର୍ମଚାରୀ ଆଜି କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ହସ୍ପିଟାଲରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫ରେ ପହଞ୍ଚିଛି। ସେଥିମଧ୍ୟରୁ ୧୨ଜଣ ଡାକ୍ତର ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହ ଆଜି ହସ୍ପିଟାଲର ପ୍ରଶାସନିକ ଭବନରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ପ୍ରଶାସନିକ ବିଭାଗକୁ ସାନିଟାଇଜ କରାଯାଇଛି। କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସୁଥିବା କର୍ମଚାରୀ ମାନେ ସଂଗରୋଧରେ ରହିଛନ୍ତି।
କ୍ୟାପିଟାଲ ହସ୍ପିଟାଲର ଆଉ ୫ କର୍ମଚାରୀ ପଜିଟିଭ୍
/sambad/media/post_attachments/wp-content/uploads/2021/08/capital-hospital104817.jpg)