ଭୁବନେଶ୍ୱର: ନାଗେଶ୍ୱର ଟାଙ୍ଗିସ୍ଥିତ ଶିଶୁମାନଙ୍କ ସାଂସ୍କୃତିକ ଶିକ୍ଷାନୁଷ୍ଠାନ ତିତିଲି ପକ୍ଷରୁ ନୂଆବର୍ଷ ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ଥାନୀୟ କର୍ପୋରେଟର ସୀମା ନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଏହି ସମାରୋହରେ ୩ରୁ ୧୫ ବର୍ଷ ବୟସର ପିଲାମାନେ ନୃତ୍ୟ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ଅର୍ପିତା ନନ୍ଦ, ଅଭିଭାବକ ଓ ସ୍ଥାନୀୟ ସାଧାରଣ ଯୋଗଦେଇଥିଲେ।

Advertisment

publive-image