ଭୁବନେଶ୍ବର: ଓଡ଼ିଶାର ପ୍ରଥମ ରେଶମ ସୂତା ବସ୍ତ୍ର ଓ ହସ୍ତଶିଳ୍ପ ପ୍ରଦର୍ଶନୀ ‘ରାଜସ୍ଥାନ କଟନଫ୍ୟାବ୍-୨୦୧୯’ ପ୍ରଦର୍ଶନୀ ପଡ଼ିଆରେ ଗତ ୧୦ ତାରିଖରୁ ଆରମ୍ଭ ହୋଇଛି। ଏଥିରେ ଭାରତର ୧୦ଟି ରାଜ୍ୟର ୮୦ଜଣ ହସ୍ତଶିଳ୍ପୀ ଯୋଗ ଦେଇଛନ୍ତି। ଏଥିମଧ୍ୟରେ ଲକ୍ଷ୍ନୌର ଚିମନୱାକ୍ ଡ୍ରେସ୍ ମାଟେରିଆଲ୍, ଶାଢ଼ି, କୁର୍ତା, ପାଇଜାମା,ଟପ୍ସ, ରାଜସ୍ଥାନୀ ବ୍ଲକ ପ୍ରିଣ୍ଟେଡ୍, କୋଟା ଦରି ଡ୍ରେସ୍ ମାଟେରିଆଲ୍, ଲେଡିଜ୍ କୁର୍ତା, ଲେହେଙ୍ଗା-ଛାଲି, ମଲ୍ମଲ୍, ବିଭିନ୍ନ ଅଳଙ୍କାର ଆଦି ଉପଲବ୍ଧ ହେଉଛି। ଏହା ଆସନ୍ତା ଜୁଲାଇ ୪ ତାରିଖ ଯାଏଁ ଚାଲିବ।
ପ୍ରଦର୍ଶନୀ ପଡ଼ିଆରେ ରାଜସ୍ଥାନ କଟନଫ୍ୟାବ୍
/sambad/media/post_attachments/wp-content/uploads/2019/06/Untitled-12-15.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)