ଡିଏଭି ପବ୍ଲିକ ସ୍କୁଲ ଚନ୍ଦ୍ରଶେଖରପୁରରେ ଚିତ୍ରାଙ୍କନ, ହସ୍ତାକ୍ଷର, ପ୍ରବନ୍ଧ ଓ ଭାଷାଜ୍ଞାନ ପ୍ରତିଯୋଗିତା

ଭୁବନେଶ୍ବର: ଡିଏଭି ପବ୍ଲିକ ସ୍କୁଲ ଚନ୍ଦ୍ରଶେଖରପୁରରେ ଅନୁଷ୍ଠିତ ପ୍ରତିଯୋଗିତା ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ ପ୍ରମୋଦ କୁମାର ପା‌ତ୍ର, ନୀହାରିକା ଗନ୍ତାୟତ, ଚିନ୍ମୟୀ ମହାପାତ୍ର, ଦେବେନ୍ଦ୍ର କୁମାର ପତି ପ୍ରମୁଖ ସହଯୋଗ କରିଥିଲେ।

ପ୍ରବନ୍ଧ ଓ ଭାଷାଜ୍ଞାନରେ ବିଚାରକ ଭାବେ ଶରତ କୁମାର ନାୟକ, ପ୍ରକାଶ ମଙ୍ଗରାଜ‌ ଓ ଦେବାଶିଷ ବାରିକ, ହସ୍ତାକ୍ଷର ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଚାରକ ଭାବେ ରାଜେଶ ପଣ୍ଡା ଓ ଅନସୂୟା ଓଝା ପ୍ରମୁଖ ଉପସ୍ଥିତ ଥିଲେ।

 

ସମ୍ବନ୍ଧିତ ଖବର