ଭୁବନେଶ୍ବର: ୟୁନିଟ୍-୮ ଡିଏଭି ପବ୍ଲିକ୍ ସ୍କୁଲରେ ଅନୁଷ୍ଠିତ ଏହି ପ୍ରତିଯୋଗିତା ପରିଚାଳନାରେ ବିଦ୍ୟାଳୟର ଅଧ୍ୟକ୍ଷା ଈସ୍ପିତା ଦାସ, ଶିକ୍ଷୟିତ୍ରୀ ସଂଯୁକ୍ତା ଦାଶ ଓ ସ୍କୁଲର ଅନ୍ୟମାନେ ସହଯୋଗ କରିଥିଲେ।
/sambad/media/post_attachments/wp-content/uploads/2022/09/70.jpg)
ପ୍ରବନ୍ଧ ଓ ଭାଷାଜ୍ଞାନ ପ୍ରତିଯୋଗିତାର ବିଚାରକ ଭାବେ ଅଭିଷେକ ଉପାଧ୍ୟାୟ, ମମତା ରଥ, ରମେଶ ବେହେରା ଓ ତନ୍ଦ୍ରାଳସା ଦାସ ସହଯୋଗ କରିଥିଲେ। ସେହିପରି ଚିତ୍ରାଙ୍କନ ଓ ହସ୍ତାକ୍ଷର ପ୍ରତିଯୋଗିତାରେ ବିଚାରକ ଭାବେ ଓମ୍ ପ୍ରକାଶ ବାରିକ ଓ ପ୍ରଦୀପ ମିଶ୍ର ଉପସ୍ଥିତ ଥିଲେ।
/sambad/media/post_attachments/wp-content/uploads/2022/09/70-2.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/70-1.jpg)