ଡିଏଭି ପବ୍ଲିକ ସ୍କୁଲ୍‌-ୟୁନିଟ୍‌-୮ରେ ଚିତ୍ରାଙ୍କନ, ହସ୍ତାକ୍ଷର, ପ୍ରବନ୍ଧ ଓ ଭାଷାଜ୍ଞାନ ପ୍ରତିଯୋଗିତା

ଭୁବନେଶ୍ବର: ୟୁନିଟ୍‌-୮ ଡିଏଭି ପବ୍ଲିକ୍‌ ସ୍କୁଲରେ ଅନୁଷ୍ଠିତ ଏହି ପ୍ରତିଯୋଗିତା ପରିଚାଳନାରେ ବିଦ୍ୟାଳୟର ଅଧ୍ୟକ୍ଷା ଈସ୍ପିତା ଦାସ, ଶିକ୍ଷୟିତ୍ରୀ ସଂଯୁକ୍ତା ଦାଶ ଓ ସ୍କୁଲର ଅନ୍ୟମାନେ ସହଯୋଗ କରିଥିଲେ।

ପ୍ରବନ୍ଧ ଓ ଭାଷାଜ୍ଞାନ ପ୍ରତିଯୋଗିତାର ବିଚାରକ ଭାବେ ଅଭିଷେକ ଉପାଧ୍ୟାୟ, ମମତା ରଥ, ରମେଶ ବେହେରା ଓ ତନ୍ଦ୍ରାଳସା ଦାସ ସହଯୋଗ କରିଥିଲେ। ସେହିପରି ଚିତ୍ରାଙ୍କନ ଓ ହସ୍ତାକ୍ଷର ପ୍ରତିଯୋଗିତାରେ ବିଚାରକ ଭାବେ ଓମ୍‌ ପ୍ରକାଶ ବାରିକ ଓ ପ୍ରଦୀପ ମିଶ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର