ନନ୍ଦନକାନନରେ ବାରାଶିଙ୍ଗା ହରିଣର ମୃତ୍ୟୁ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୮ନମ୍ବର ଖୁଆଡ଼ ମଧ୍ୟରେ ରହୁଥିବା ୧୨ବର୍ଷ ବୟସ୍କା ଏକ ମାଈ ବାରାଶିଙ୍ଗା ହରିଣର ମୃତ୍ୟୁ ହୋଇଛି। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲା। ଆଜି ଏହାର ମୃତ୍ୟୁ ପରେ ନନ୍ଦନକାନନରେ ଆଉ ମୋଟ ୯ଟି ବାରାଶିଙ୍ଗା ହରିଣ ରହିଛନ୍ତି। ଏମାନଙ୍କ ମଧ୍ୟରେ ୪ଟି ପୁରୁଷ ଓ ୫ଟି ମାଈ ଅଛନ୍ତି।

ସମ୍ବନ୍ଧିତ ଖବର