ବାଲିପାଟଣା: ରଥଯାତ୍ରା ସମୟରେ ଶରଧାବାଲିରେ ଘଟିଥିବା ଦଳାଚକଟାରେ ବାଲିପାଟଣା ଥାନା ଅଠାନ୍ତର ମହାନ୍ତିସାହିର ବିଶ୍ୱଜିତ ଦାସଙ୍କ ପତ୍ନୀ ପ୍ରଭାତୀ ଦାସଙ୍କ ମୃତ୍ୟୁ ଘଟିଛି। ତେବେ ଏହି ଘଟଣାର ତଦନ୍ତ କରୁଥିବା ଉନ୍ନୟନ କମିସନର ଅନୁ ଗର୍ଗ ଆଜି ବିଶ୍ୱଜିତଙ୍କ ଘରେ ପହଞ୍ଚି ସବିଶେଷ ତଥ୍ୟ ନେଇଥିଲେ। ଅବ୍ୟବସ୍ଥା କାରଣରୁ ପ୍ରଭାତୀଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଉନ୍ନୟନ କମିସନରଙ୍କ ନିକଟରେ ଅଭିଯୋଗ କରିଥିଲେ। କମିସନରଙ୍କ ଗସ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଉପଜିଲ୍ଲାପାଳ ମନୋରଞ୍ଜନ ସାହୁ , ଭୁବନେଶ୍ୱର ଏଡିଏମ୍ ରୁଦ୍ର ନାରାୟଣ ମହାନ୍ତି, ବାଲିପାଟଣା ତହସିଲଦାର କଳ୍ପନା ଦାସ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।
ଶରଧାବାଲିରେ ଦଳାଚକଟା ଘଟଣା, ତଦନ୍ତ କଲେ ଉନ୍ନୟନ କମିସନର
ରଥଯାତ୍ରା ସମୟରେ ଶରଧାବାଲିରେ ଘଟିଥିବା ଦଳାଚକଟାରେ ବାଲିପାଟଣା ଥାନା ଅଠାନ୍ତର ମହାନ୍ତିସାହିର ବିଶ୍ୱଜିତ ଦାସଙ୍କ ପତ୍ନୀ ପ୍ରଭାତୀ ଦାସଙ୍କ ମୃତ୍ୟୁ ଘଟିଛି। ତେବେ ଏହି ଘଟଣାର ତଦନ୍ତ କରୁଥିବା ଉନ୍ନୟନ କମିସନର ଅନୁ ଗର୍ଗ ଆଜି ବିଶ୍ୱଜିତଙ୍କ...
/sambad/media/media_files/2025/07/06/oqwertyt-2025-07-06-06-34-04.jpg)