ଭୁବନେଶ୍ୱର: ନନ୍ଦନକାନନର ପୂର୍ବତନ ଥାନା ଅଧିକାରୀ ପରମାନନ୍ଦ ନାୟକ ନିଲମ୍ବିତ ହୋଇଛନ୍ତି । ତାଙ୍କୁ ରାଜ୍ୟ ପୁଲିସ ମହାନିର୍ଦେଶକ ଅଭୟ ନିଲମ୍ବନ କରିଛନ୍ତି ।

Advertisment

ପୂର୍ବତନ ଥାନା ଅଧିକାରୀଙ୍କ ବିରୋଧରେ ମହିଳା ଏସଆଇଙ୍କୁ ଅସଦାଚରଣ ଅଭିଯୋଗ ଥିଲା । ଅଭିଯୋଗ ପରେ ପରମାନନ୍ଦଙ୍କୁ ଅପସାରଣ କରାଯାଇଥିଲା ।