ପ୍ରଫେସର ଫକୀର ମୋହନ ସାହୁଙ୍କ ଆବୁଧାବି ଯାତ୍ରା

ଭୁବନେଶ୍ୱର : ଏକ ଅନ୍ତର୍ଜାତୀୟ ପରିଚାଳନା ବିଜ୍ଞାନରେ ଯୋଗ ଦେବା ପାଇଁ ‘ମନ ପରିଭାଷା’ର ସ୍ତମ୍ଭକାର ପ୍ରଫେସର ଫକୀର ମୋହନ ସାହୁ ସପ୍ତାହକ ପାଇଁ ଆବୁଧାବି ବିଶ୍ୱବିଦ୍ୟାଳୟକୁ ଯାତ୍ରା କରିଛନ୍ତି। ଏହାଛଡ଼ା ସେ ଅନ୍ୟ ଏକ ଅଧିବେଶନରେ ମଧ୍ୟ ଅଧ୍ୟକ୍ଷତା କରିବେ। ଡ. ସାହୁ ଉତ୍କଳ ବିଶ୍ୱବିଦ୍ୟାଳୟ ମନୋବିଜ୍ଞାନ ବିଭାଗର ପୂର୍ବତନ ପ୍ରଫେସର ଓ ବିଭାଗୀୟ ମୁଖ୍ୟ।ବର୍ତମାନ ସେ ଜାଭିୟର ବିଶ୍ୱବିଦ୍ୟାଳୟରେ ରିସର୍ଚ୍ଚ ପ୍ରଫେସର୍‌ ଭାବେ କାର୍ଯ୍ୟରତ।

ସମ୍ବନ୍ଧିତ ଖବର