ଚନ୍ଦ୍ରଶେଖରପୁର : ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ କାର୍ଯ୍ୟକରି ସୁନାମ ଅର୍ଜନ କରିଥିବା ଡ. ଶରତ ଚନ୍ଦ୍ର ମିଶ୍ରଙ୍କୁ ସମ୍ମାନଜନକ ଗ୍ଲୋରି ଅଫ୍ ଇଣ୍ଡିଆ ଆଓ୍ଵାର୍ଡ ପ୍ରଦାନ କରାଯିବ। ଇଣ୍ଡିଆ ଇଣ୍ଟରନ୍ୟାସନାଲ ଫ୍ରେଣ୍ଡସିପ୍ ସୋସାଇଟି ପକ୍ଷରୁ ଚଳିତ ବର୍ଷ ମେ ୪ତାରିଖରେ ବ୍ୟାଙ୍କକ୍ଠାରେ ଥିବା ଥାଇଲାଣ୍ଡର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଏଚଲକୋମ୍ ଦବର୍ଣ୍ଣସୀ ଶ୍ରୀ ମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରିବେ। ଭାରତ ଓ ଥାଇଲାଣ୍ଡ ମଧ୍ୟରେ ଥିବା ସମ୍ପର୍କକୁ ନିବିଡ଼ କରିବା ସହିତ ଭବିଷ୍ୟତରେ ଏହାକୁ ବଜାୟ ରଖିବା ଉଦ୍ଦେଶ୍ୟରେ ଏହି ସମ୍ମାନ ପ୍ରଦାନ କରାଯିବା ନେଇ ସୂଚନା ମିଳିଛି।
ଡ. ଶରତ ମିଶ୍ର ପାଇବେ ଗ୍ଲୋରି ଅଫ୍ ଇଣ୍ଡିଆ ଆଓ୍ଵାର୍ଡ
/sambad/media/post_attachments/wp-content/uploads/2018/02/sarat-babu.jpg-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)