ଭୁବନେଶ୍ୱର: ଭୁବନେଶ୍ୱର ବାର ଆସୋସିଏସନ୍ ନିର୍ବାଚନ ଆଜି ଅନୁଷ୍ଠିତ ହୋଇ ଯାଇଛି। ସଭାପତି ଭାବେ ଆଇନଜୀବୀ ଦୁର୍ଗାମାଧବ ମିଶ୍ର ନିର୍ବାଚିତ ହୋଇଥିବାବେଳେ ସମ୍ପାଦକ ଭାବେ ଆଇନଜୀବୀ ଅଞ୍ଜନ କୁମାର ସାମନ୍ତରାୟ ନିର୍ବାଚିତ ହୋଇଛନ୍ତି। ସେହିପରି ଯୁଗ୍ମ ସମ୍ପାଦକ ଭାବେ ଆଇନଜୀବୀ ଭାଗ୍ୟବତୀ ରାଉତରାୟ, ସହକାରୀ ସମ୍ପାଦକ ଭାବେ ଅତୁଲ୍ୟ କୁମାର ଆଚାର୍ଯ୍ୟ ପ୍ରମୁଖ ନିର୍ବାଚିତ ହୋଇଛନ୍ତି। ସଭାପତି ପଦବି ପାଇଁ ହୋଇଥିବା ନିର୍ବାଚନରେ ଆଇନଜୀବୀ ଶ୍ରି ମିଶ୍ର ଆଇନଜୀବୀ ରବି ନାରାୟଣ ସାମନ୍ତରାୟଙ୍କ ପରାସ୍ତ କରିଛନ୍ତି।
ଦୁର୍ଗାମାଧବ ସଭାପତି, ଅଞ୍ଜନ ସମ୍ପାଦକ
ଭୁବନେଶ୍ୱର ବାର୍ ଆସୋସିଏସନ୍ ନିର୍ବାଚନ
/sambad/media/post_attachments/wp-content/uploads/2018/03/Untitled-12.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)