Advertisment
ମହାନଗର

ମଣ୍ଡପରେ ଏମିତି ସାଜସଜ୍ଜା, ଗୋଟିଏ କ୍ଲିକ୍‌ରେ ଦେଖନ୍ତୁ ଭୁବନେଶ୍ବର ଦୁର୍ଗାପୂଜା

ରାଜଧାନୀ ଭୁବନେଶ୍ବରର ଦୁର୍ଗାପୂଜା ନିଆରା ଲାଗୁଛି ଏଠାରେ ମା’ଙ୍କ ପାଇଁ ନିର୍ମିତ ହୋଇଥିବା ମଣ୍ଡପଗୁଡ଼ିକ ସ୍ବତନ୍ତ୍ର ଲାଗୁଛି। ଦର୍ଶକଙ୍କୁ ଆକୃଷ୍ଟ କଲା ଭଳି ସହରର ମୁଖ୍ୟ ସ୍ଥାନଗୁଡ଼ିକରେ ଦୁର୍ଗାପୂଜାର ଆୟୋଜନ ହୋଇଛି। ସୁଉଚ୍ଚ ତୋରଣ ଓ ରଂଗୀନ ଆଲୋକ ଶାରଦୀୟ ପୂଜାକୁ ସ୍ବତନ୍ତ୍ର କରୁଛି।

 ବମିଖାଲର ରାଜପ୍ରାସାଦ
ବମିଖାଲର ରାଜପ୍ରାସାଦ
Advertisment
ସବସ୍କ୍ରାଇବ କରନ୍ତୁ