ପୁରୁଣା ଭୁବନେଶ୍ୱର: ଜାତୀୟ ଯୁବ ଦିବସ ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ନନ୍ଦକିଶୋର ନଗର ମୋତିଲାଲ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମଞ୍ଚର କର୍ମକର୍ତାମାନେ ବିବେକାନନ୍ଦଙ୍କ ଜୀବନ ସମ୍ପର୍କରେ ଆଲୋଚନା କରିଥିଲେ। ମଞ୍ଚର ସଭାପତି ଭୀଷ୍ମନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୋପୀନାଥ ପ୍ରଧାନ, ବ୍ରଜରାଜ ପଣ୍ଡା, ଶ୍ରୀକାନ୍ତ ପାକଲ, ରାଜେଶ ମିଶ୍ର, ମିଟୁ ଦାସ, ସୁଲତା ସାହାଣୀ, ସଞ୍ଜୀବ ପୂଜାପଣ୍ଡା, ସ୍ୱପ୍ନାରାଣୀ ସାମଲ, ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ଲିଙ୍ଗରାଜ ହାତୀ, ରୋଜିନା ମିଶ୍ର, ସଞ୍ଜୁଲତା ମହାନ୍ତି ଓ ସଂଗ୍ରାମ ସାହୁ ପ୍ରମୁଖ ସାମିଲ ହୋଇଥିଲେ।
ଏକାମ୍ର ଜନଜାଗରଣ ମଞ୍ଚ ପକ୍ଷରୁ ଜାତୀୟ ଯୁବ ଦିବସ
/sambad/media/post_attachments/wp-content/uploads/2018/01/Ekamra-Jana-jagarana-mancha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)