ଭୁବନେଶ୍ବରରେ ପଶିଲା ଦନ୍ତା, କରୋନୀରେ ପଶି ପାଚେରୀ ଭାଙ୍ଗିଲା

ଭୁବନେଶ୍ବର : ପୁଣି ରାଜଧାନୀରେ ପଶିଲା ହାତୀ । ଭୁବନେଶ୍ବରର ଖଣ୍ଡଗିରିସ୍ଥିତ ଭରତପୁର ଜିଏ କଲୋନୀରେ ଦନ୍ତାହାତୀ ପଶିଯାଇଥିବା ସୂଚନା ମିଳିଛି । କରୋନୀରେ ଥିବା ଏକ ଘର ପରିସରକୁ ଏକ ଦନ୍ତାହାତୀ ପଶି ପାଚେରୀ ଭାଙ୍ଗିବା ସହ ଏକ କଦଳୀଗଛକୁ ଦଳିଦେଇଛି । ହାତୀକୁ ଘଉଡ଼ାଇବା ଲାଗି ବନ ବିଭାଗର ଟିମ ଘଟଣାସ୍ଥଳରେ ପହଞ୍ଚି କାମ ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର